Quarantine O quarantine ଅନିନ୍ଦିତା ମନ୍ତ୍ରୀ ଙ୍କ କଲମରୁ✍✍✍✍



Quarentine O Quarentine


ତୁମ ପାଇଁ ଏବେ ଘରେ ହୁଏ ମୋର sunset ଆଉ sunshine...
ମଶା ଝିଟିପିଟି ଆଉ ଅସରପା
ଲାଗନ୍ତି ସଦସ୍ୟ ଘର ର....
ମଶା କୁ ନ ପିଟି ଗପୁଚି ତା ସଙ୍ଗେ
ସେ ଏକା ମୋ ସୁଖ ଦୁଃଖ ର.....

ଦୁଃଖ କଥା ଆଉ ନ କହିଲେ ଭଲ
ତଥାପି I am fine......

ତୁମ ପାଇଁ ଏବେ ଘରେ ହୁଏ ମୋର sunset ଆଉ sunshine.....
ଗୁପଚୁପ ଚାଟ କେତେ ସୁଆଦିଆ
ଆସୁଛି ଏବେ ସପନେ..
ଘରର ଡାଲମା ଖାଇ ଖାଇ ଏବେ ଲୋତକ ଝରେ ନୟନେ....
ତଥାପି ସମ୍ଭାଳି ଘରେ ଅଛି ମୁହିଁ
ଭାଙ୍ଗିବି ନାହିଁ ଆଇନି.....

ତୁମେ ବି ନ ଭାଙ୍ଗି ସତର୍କ ରୁହ
ସଫଳ କର ୟେ quarentine

ସାଙ୍ଗ..........
ଯଦି ମନେଇବାକୁ ଇଚ୍ଛା ଅଛି 2021 valentine......
ବଞ୍ଚିଯାଅ ଆଗ 2020 ରେ...
ନହେଲେ ତୁମ ମାଣ୍ଡୁ ପଛରେ ଆଉ କିଏ ଲଗେଇବ ଲାଇନ..
ତେଣୁ ସଫଳ କର ୟେ quarentine........

Comments